or_tq/act/20/22.md

814 B
Raw Permalink Blame History

ଯେପରି ସେ ଯିରୂଶାଲମ ଆଡକୁ ଯାତ୍ରା କଲେ କେଉଁ ବିଷୟରେ ପବିତ୍ର ଆତ୍ମପାଉଲଙ୍କୁ ପ୍ରତ୍ୟେକ ନଗରରେ ସାକ୍ଷ୍ୟ ଦେଉଥିଲେ?

ପବିତ୍ର ଆତ୍ମପାଉଲଙ୍କୁ ପ୍ରତ୍ୟେକ ନଗରରେ ସାକ୍ଷ୍ୟ ଦେଉଥିଲେ ଯେ ବନ୍ଧନ ଓ କ୍ଲେଶ ତା'ଙ୍କ ପାଇଁ ରହିଅଛି[:୨୩]।

ପ୍ରଭୁ ଯୀଶୁଙ୍କଠାରେ ପାଉଲ କେଉଁ ସେବା ପାଇଲେ?

ପରମେଶ୍ଵରଙ୍କ ଅନୁଗ୍ରହର ସୁସମାଚାରର ସାକ୍ଷୀହେବା ପାଉଲଙ୍କ ସେବା ଥିଲା[:୨୪]।