or_tq/act/20/17.md

609 B
Raw Permalink Blame History

ଏସିଆରେ ସେ ପାଦ ରଖିବାଠାରୁ କେଉଁ ବିଷୟରେ ପାଉଲ ଉଭୟ ଯିହୁଦୀ ଓ ଗ୍ରୀକ୍‌ମାନଙ୍କୁ ସଚେତନ କଲେ ବୋଲି କହିଲେ ?

ପରମେଶ୍ଵରଙ୍କ ପ୍ରତି ମନପରିବର୍ତ୍ତନ, ପୁଣି ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ ବିଷୟରେ ସେ ଉଭୟ ଯିହୁଦୀ ଓ ଗ୍ରୀକ୍‌ମାନଙ୍କୁ ସଚେତନ କଲେ ବୋଲି କହିଲେ [:୧୮,,୨୧]।