or_tq/act/20/09.md

551 B
Raw Permalink Blame History

ଯେତେବେଳେ ପାଉଲ କହୁଥିଲେ, ଯେଉଁ ଯୁବକ ଝରକା ଦେଇ ପଡିଗଲେ ତା'ଙ୍କୁ କ'ଣ ହେଲା?

ଯୁବକ ବ୍ୟକ୍ତି ଯେ ତୃତୀୟ ମହଲାରୁ ତଳେ ପଡିଲା ତା'ଙ୍କୁ ଉଠାଇବା ବେଳକୁ ସେ ମୃତ ଜଣାଗଲା, କିନ୍ତୁ ପାଉଲ ତା'ଙ୍କ ଉପରେ ପ୍ରସାରିତ ହେଲେ ଏବଂ ସେ ପୁଣି ଜୀବନ ପାଇଲେ[:୯-୧୦]।