or_tq/act/18/04.md

8 lines
774 B
Markdown

# କରିନ୍ଥରେ ପାଉଲ ଯିହୁଦୀମାନଙ୍କୁ କ'ଣ ସାକ୍ଷ୍ୟ ଦେଲେ?
ଯୀଶୁ ଯେ ଖ୍ରୀଷ୍ଟ ଥିଲେ ଏହା ଯିହୁଦୀମାନଙ୍କୁ ପାଉଲ ସାକ୍ଷ୍ୟ ଦେଲେ[୧୮:୫]।
# ଯେତେବେଳେ ଯିହୁଦୀମାନେ ପାଉଲଙ୍କୁ ଆଗ୍ରହ୍ୟ କଲେ,ସେତେବେଳେ ସେ କ'ଣ କଲେ?
ପାଉଲ ଯିହୁଦୀମାନଙ୍କ ସେମାନଙ୍କର ରକ୍ତ ସେମାନଙ୍କର ମସ୍ତକ ଉପରେ ବର୍ଷୁ ବୋଲି କହିଲେ ପୁଣି ତା'ପରେ ସେ ଯିହୁଦୀମାନଙ୍କ ନିକଟକୁ ଗଲେ[୧୮:୬]।