or_tq/act/15/01.md

998 B
Raw Permalink Blame History

ଯିହୁଦାରୁ କେତେ ଲୋକ ଆସି ଭାଇମାନଙ୍କୁ କ'ଣ ଶିକ୍ଷା ଦେଲେ?

ଯିହୁଦାରୁ କେତେ ଲୋକ ଆସି ଭାଇମାନଙ୍କୁ ଏହି ଶିକ୍ଷା ଦେଲେ ଯେ ଯେପର୍ଯ୍ୟନ୍ତ ଭାଇମାନେ ସୁନ୍ନତ ହୋଇ ନାହାନ୍ତି, ସେମାନେ ପରିତ୍ରାଣ ପାଇ ପାରିବେ ନାହିଁ[୧୫:୧]।

କିପରି ଭାଇମାନେ ଏହି ପ୍ରଶ୍ନର ସମାଧାନ ହେବା ଉଚିତ ବୋଲି ନିଷ୍ପତ୍ତି ନେଲେ?

ପାଉଲ, ବର୍ଣ୍ଣବ୍‍ବା ପୁଣି ଅନ୍ୟ କେତେକଙ୍କୁ ଯିରୂଶାଲମରୁ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯିବାର ଉଚିତ ଥିଲା ବୋଲି ଭାଇମାନେ ସ୍ଥିର କଲେ[୧୫-]।