ପାଉଲ ଓ ବର୍ଣ୍ଣବ୍ବା ପ୍ରତ୍ୟେକ ବିଶ୍ଵାସୀମାନଙ୍କର ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ ପୁଣି ବିଶ୍ଵାସୀମାନଙ୍କୁ ପ୍ରଭୁଙ୍କଠାରେ ସମର୍ପଣ କଲେ[୧୪:୨୩]।