or_tq/act/13/01.md

1.3 KiB
Raw Permalink Blame History

ଆନ୍ତିୟଖିଆସ୍ଥିତ ମଣ୍ଡଳୀ କ'ଣ କରୁଥିଲେ ଯେତେବେଳେ ପବିତ୍ର ଆତ୍ମସେମାନଙ୍କୁ କଥା କହିଲେ?

ଯେତେବେଳେ ପବିତ୍ର ଆତ୍ମକଥା କହିଲେ, ଆନ୍ତିୟଖିଆସ୍ଥିତ ମଣ୍ଡଳୀ ପ୍ରଭୁଙ୍କ ସେବା ଓ ଉପବାସ କରୁଥିଲେ[୧୩:]।

କ'ଣ କରିବାକୁ ପବିତ୍ର ଆତ୍ମସେମାନଙ୍କୁ କହିଲେ?

ଯେଉଁ କାର୍ଯ୍ୟ କରିବାକୁ ସେମାନଙ୍କୁ ଆତ୍ମଆହ୍ୱାନ କରୁଥିଲେ,ସେହି କାର୍ଯ୍ୟ କରିବାକୁ ବର୍ଣ୍ଣବ୍‍ବା ଓ ଶାଉଲକୁ ପୃଥକ କରିବାକୁ, ପବିତ୍ର ଆତ୍ମସେମାନଙ୍କୁ କହିଲେ [୧୩:]।

ଆତ୍ମାଙ୍କଠାରୁ ଏହା ଶୁଣିଲା ପରେ ମଣ୍ଡଳୀ କ'ଣ କଲେ?

ମଣ୍ଡଳୀ ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ ସେମାନଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ବିଦାୟ ଦେଲେ[୧୩:୩]।