or_tq/act/12/22.md

745 B
Raw Permalink Blame History

ହେରୋଦଙ୍କ ଭାଷଣରେ ଲୋକମାନେ କ'ଣ ପାଟି କଲେ ?

ଲୋକମାନେ ପାଟି କରି କହିବାକୁ ଲାଗିଲେ, ଏ ତ ଦେବତା'ଙ୍କ ସ୍ୱର, ମନୁଷ୍ୟର ସ୍ୱର ନୁହେଁ[୧୨:]।

ହେରୋଦଙ୍କୁ ତାହାର ଭାଷଣ ପରେ କ'ଣ ଓ କାହିଁକି ଘଟିଲା?

ପ୍ରଭୁଙ୍କର ଜଣେ ଦୂତ ତା'ଙ୍କୁ ଆଘାତ କଲେ, କାରଣ ସେ ଈଶ୍ୱରଙ୍କୁ ଗୌରବ ଦେଲେ ନାହିଁ, ଆଉ ସେ କୀଟ ଦ୍ୱାରା ଭକ୍ଷିତ ହୋଇ ପ୍ରାଣତ୍ୟାଗ କଲେ [୧୨-୨୩]।