or_tq/act/11/19.md

981 B
Raw Permalink Blame History

ଅଧିକାଂଶ ବିଶ୍ଵାସୀ ଯେଉଁମାନେ ସ୍ତିଫାନଙ୍କ ମୃତ୍ୟୁ ପରେ ଛିନ୍ନଭିନ୍ନ ହୋଇଥିଲେ, କ'ଣ କଲେ?

ଅଧିକାଂଶ ଛିନ୍ନଭିନ୍ନ ବିଶ୍ଵାସୀ ଯେଉଁମାନେ ଯୀଶୁଙ୍କ ବିଷୟରେ କେବଳ ଯିହୁଦୀମାନଙ୍କୁ ସମ୍ବାଦ କହିଲେ[୧୧:୧୯]।

ଯେତେବେଳେ ଛିନ୍ନଭିନ୍ନ ବିଶ୍ଵାସୀମାନେ ଗ୍ରୀକ୍ ମାନଙ୍କୁ ପ୍ରଭୁ ଯୀଶୁଙ୍କ ବିଷୟରେ ପ୍ରଚାର କଲେ, କ'ଣ ଘଟିଲା?

ଯେତେବେଳେ ଗ୍ରୀକ୍‌ମାନଙ୍କୁ ପ୍ରଭୁ ଯୀଶୁଙ୍କ ବିଷୟରେ ପ୍ରଚାର କଲେ ଅଧିକ ସଂଖ୍ୟାରେ ଲୋକମାନେ ବିଶ୍ଵାସ କଲେ[୧୧:-୨୧]।