or_tq/act/10/01.md

420 B
Raw Permalink Blame History

କର୍ଣ୍ଣିଲୀୟ କେଉଁ ପ୍ରକାରର ବ୍ୟକ୍ତି ଥିଲେ?

କର୍ଣ୍ଣିଲୀୟ ଜଣେ ଭକ୍ତ ବ୍ୟକ୍ତି ଥିଲେ ଯିଏ ଈଶ୍ଵରଙ୍କୁ ଭୟ କରୁଥିଲେ, ଦାନଶୀଳ ଥିଲେ ଏବଂ ସର୍ବଦା ଈଶ୍ଵରଙ୍କୁ ପ୍ରାର୍ଥନା କରୁଥିଲେ[୧୦:]।