or_tq/act/09/31.md

4 lines
480 B
Markdown

# ଶାଉଲଙ୍କୁ ତାର୍ଷକୁ ପଠାଗଲା ପରେ ଯିହୁଦା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀର ଅବସ୍ଥା କ'ଣ ଥିଲା?
ଯିହୁଦା ପ୍ରଦେଶ, ଗାଲିଲୀ ଓ ଶମିରୋଣ ମଣ୍ଡଳୀରେ ଅବସ୍ଥା ଶାନ୍ତି ଥିଲା ଓ ସଂଖ୍ୟାରେ ବୃଦ୍ଧି ପାଇ ଗଢି ଉଠିଲା[୯:୩୧]।