or_tq/act/09/01.md

445 B
Raw Permalink Blame History

କ'ଣ କରିବାକୁ ଶାଉଲ ଯିରୂଶାଲମରେ ମହାଯାଜକଙ୍କୁ ଅନୁମତି ମାଗିଲେ?

ଶାଉଲ ପତ୍ର ମାଗିଲେ ଯେପରି ସେ ଦମ୍ମେସକକୁ ଯାଇପାରିବେ ଏବଂ ଯେକୌଣସି ସ୍ତ୍ରୀ ଓ ପୁରୁଷ ମାର୍ଗରେ ଦେଖା ଦେବେ ବାନ୍ଧିଆଣିବେ[୯:୧-]।