or_tq/act/08/34.md

8 lines
723 B
Markdown

# ଯେଉଁ ଶାସ୍ତ୍ର ବିଷୟରେ ସେ ପଢ଼ୁଥିଲେ, ପୁରୁଷ କେଉଁ ପ୍ରଶ୍ନ ଫିଲିପ୍ପଙ୍କୁ କଲେ?
ଭାବବାଦୀ ଆପଣା ବିଷୟରେ କି ଆଉ କାହା ବିଷୟରେ କହୁଥିଲେ ବୋଲି ସେହି ପୁରୁଷ ଫିଲିପ୍ପଙ୍କୁ ପଚାରିଲେ[୮:୩୪]।
# ଯିଶାଇୟ ଶାସ୍ତ୍ରର ବ୍ୟକ୍ତି କିଏ ବୋଲି ଫିଲିପ୍ପ କହିଲେ?
ଯିଶାଇୟ ଶାସ୍ତ୍ରର ବ୍ୟକ୍ତି ଯୀଶୁ ଥିଲେ ବୋଲି ଫିଲିପ୍ପ ସ୍ପଷ୍ଟ କଲେ[୮:୩୫]।