or_tq/act/07/22.md

615 B
Raw Permalink Blame History

କିପରି ମୋଶା ଶିକ୍ଷା ଲାଭ କରିଥିଲେ?

ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇଥିଲେ[୭:]।

ଯେତେବେଳେ ସେ ଚାଳିଶ ବର୍ଷର ଥିଲେ, ଜଣେ ଇସ୍ରାଏଲ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି ମୋଶା କ'ଣ କଲେ?

ମୋଶା ଇସ୍ରାଏଲୀୟଙ୍କ ସପାର୍ଶ୍ୱରେ ମିସରୀୟ ଲୋକଙ୍କୁ ବଧ କଲେ[୭:୨୪]।