or_tq/act/04/32.md

4 lines
621 B
Markdown

# କିପରି ଭାବରେ ବିଶ୍ଵାସୀମାନଙ୍କର ଆବଶ୍ୟକତାକୁ ଯୋଗାଇ ଦିଆଯାଇଥିଲା?
ଯେଉଁ ଲୋକଙ୍କର ସମ୍ପତ୍ତି ଥିଲା ସେମାନେ ତାହା ବିକ୍ରୟ କରି ବିକ୍ରୀତ ସମ୍ପତ୍ତିର ମୂଲ୍ୟ ଆଣି ଅବଶ୍ୟକତା ଅନୁସାରେ ବାଣ୍ଟିବାକୁ ଦେଉଥିଲେ, ପୁଣି ବିଶ୍ଵାସୀମାନଙ୍କର ସମସ୍ତ ବିଷୟ ସାଧାରଣ ଥିଲା[୪:୩୨,୩୪,୩୫]।