or_tq/act/04/01.md

993 B
Raw Permalink Blame History

ମନ୍ଦିରରେ ପିତର ଓ ଯୋହନ ଲୋକମାନଙ୍କୁ କ'ଣ ଶିକ୍ଷା ଦେଉଥିଲେ?

ପିତର ଓ ଯୋହନ ଯୀଶୁ ଓ ତାହାଙ୍କ ପୁନରୁତ୍ଥାନ ବିଷୟରେ ଶିକ୍ଷା ଦେଉଥିଲେ[୪:]।

କିପରି ଲୋକମାନେ ପିତର ଓ ଯୋହନଙ୍କ ଶିକ୍ଷାକୁ ପ୍ରତିକ୍ରିୟା କଲେ?

ଅନେକ, ପ୍ରାୟ ପାଞ୍ଚ ସହସ୍ର ଲୋକ ବିଶ୍ଵାସ କଲେ[୪:୪]।

ପିତର ଓ ଯୋହନଙ୍କ ଶିକ୍ଷାକୁ ମନ୍ଦିରର ସେନାପତି, ଯାଜକମାନେ ଓ ସାଦ୍ଦୁକୀମାନେ କିପରି ପ୍ରତିକ୍ରିୟା କଲେ?

ସେମାନେ ପିତର ଓ ଯୋହନଙ୍କୁ ବନ୍ଦୀ କରି ସେମାନଙ୍କୁ କାରାଗାରରେ ରଖିଲେ[୪:୩]।