or_tq/act/03/13.md

4 lines
513 B
Markdown

# ପିତର ଲୋକମାନଙ୍କୁ କ'ଣ ସ୍ମରଣ କରାଇଲେ ଯାହା ସେମାନେ ଯୀଶୁଙ୍କ ସହ କରିଥିଲେ?
ସେମାନେ ଯୀଶୁଙ୍କୁ ପିଲାତଙ୍କ ହସ୍ତରେ ସମର୍ପଣ କଲେ, ତା'ଙ୍କୁ ପରିତ୍ୟାଗ କଲେ ପୁଣି ତା'ଙ୍କୁ ବଧ କଲେ ବୋଲି ପିତର ଲୋକମାନଙ୍କୁ ସ୍ମରଣ କରାଇଲେ[୩:୧୩-୧୫]।