or_tq/act/02/29.md

523 B
Raw Permalink Blame History

ପରମେଶ୍ଵର ରାଜା ଦାଉଦଙ୍କୁ ତା'ଙ୍କରି ଉତ୍ତରାଧିକାରୀମାନଙ୍କ ବିଷୟରେ କ'ଣ ପ୍ରତିଜ୍ଞା କରିଥିଲେ?

ପରମେଶ୍ଵର ରାଜା ଦାଉଦଙ୍କୁ ତା'ଙ୍କରି ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ଜଣେ ସିଂହାସନ ଉପରେ ବସିବେ ବୋଲି ପ୍ରତିଜ୍ଞା କରିଥିଲେ[:୩୦]।