or_tq/act/02/22.md

740 B
Raw Permalink Blame History

କିପରି ଯୀଶୁଙ୍କ ସେବାକାର୍ଯ୍ୟ ପରମେଶ୍ଵରଙ୍କ ଦ୍ଵାରା ପ୍ରମାଣିତ ହୋଇଅଛି?

ଯୀଶୁଙ୍କ ସେବାକାର୍ଯ୍ୟ ଅଦ୍ଭୁତ କର୍ମ ଓ କ୍ଷମତା ଦ୍ଵାରା ପ୍ରମାଣିତ ହୋଇଅଛି ଯାହା ପରମେଶ୍ଵର ତାହାଙ୍କ ମଧ୍ୟ ଦେଇ କଲେ[:୨୩]।

ଯୀଶୁ କ୍ରୁଶବିଦ୍ଧ ହେବେ ଏହା କାହାର ଯୋଜନା ଥିଲା?

ପରମେଶ୍ଵରଙ୍କ ସଂକଳ୍ପିତ ଯୋଜନା ଦ୍ଵାରା ଯୀଶୁ କ୍ରୁଶବିଦ୍ଧ ହେଲେ[:୨୩]।