or_tq/act/02/01.md

619 B
Raw Permalink Blame History

ଯିହୁଦୀମାନଙ୍କ ପର୍ବର କେଉଁ ଦିନ ସମସ୍ତ ଶିଷ୍ୟମାନେ ଏକାଠି ଥିଲେ ?

ପେଣ୍ଟିକଷ୍ଟ ଦିବସରେ ସମସ୍ତ ଶିଷ୍ୟମାନେ ସମବେତ ଥିଲେ [:୧]।

ଯେତେବେଳେ ପବିତ୍ର ଆତ୍ମଗୃହ ଭିତରକୁ ଆସିଲେ, ଶିଷ୍ୟମାନେ କ'ଣ କରିବାକୁ ଆରମ୍ଭ କଲେ ?

ଶିଷ୍ୟମାନେ ଅନ୍ୟାନ୍ୟ ଭଷାରେ କଥା କହିବା ଆରମ୍ଭ କଲେ [:୪]।