or_tq/3jn/01/10.md

12 lines
1.0 KiB
Markdown

# ଯୋହନ କଣ କରିବେ ଯେତେବେଳେ ସେ ଗାୟ ଏବଂ ମଣ୍ଡଳୀ ନିକଟତର ହୁଅନ୍ତି।
ଯୋହନ ଯେତେବେଳେ ଆସିବେ ସେ ଦୀୟତ୍ରଫାଙ୍କ ମନ୍ଦ କାର୍ଯ୍ୟ ସବୁକୁ ସ୍ମରଣ କରିବେ।
# ନାମ ସକାଶେ ବାହାରିଥିବା ଭାଇମାନଙ୍କ ପ୍ରତି ଦୀୟତ୍ରଫା କ’ଣ କରନ୍ତି?
ଦୀୟତ୍ରଫା ଭାଇମାନଙ୍କୁ ଗ୍ରହଣ କରନ୍ତି ନାହିଁ।
# ଦୀୟତ୍ରଫା ସେମାନଙ୍କୁ କ’ଣ କରନ୍ତି ଯେଉଁମାନେ ଏହି ଭାଇମାନଙ୍କୁ ଗ୍ରହଣ କରନ୍ତି?
ଦୀୟତ୍ରଫା ସେମାନଙ୍କୁ ଭାଇମାନଙ୍କୁ ଗ୍ରହଣ କରିବାରୁ ବାରଣ କରନ୍ତି, ଏବଂ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଅନ୍ତି।