12 lines
1.0 KiB
Markdown
12 lines
1.0 KiB
Markdown
# ଯେମିତି ସେ ତୀମଥିକୁ ଲେଖନ୍ତି, ପାଉଲ ଈଶ୍ଵରଙ୍କ ବାକ୍ୟକୁ ପ୍ରଚାର କରିବା ନିମନ୍ତେ କେଉଁ ପରିସ୍ଥିତିରେ ସେ ଦୁଃଖ ଭୋଗ କରୁଛନ୍ତି ?
|
||
|
||
ପାଉଲ ଅପରାଧୀ ପରି ବନ୍ଦୀ ହୋଇ କ୍ଲେଶ ଭୋଗ କରୁଛନ୍ତି [୨:୯] ।
|
||
|
||
# କ'ଣ ଆବଦ୍ଧ ନୁହେଁ ବୋଲି ପାଉଲ କହନ୍ତି ?
|
||
|
||
ଈଶ୍ଵରଙ୍କ ବାକ୍ୟ ଆବଦ୍ଧ ନୁହେଁ [୨:୯] ।
|
||
|
||
# କାହିକି ପାଉଲ ସମସ୍ତ ବିଷୟକୁ ସହ୍ୟ କରନ୍ତି ?
|
||
|
||
ଈଶ୍ଵରଙ୍କ ଦ୍ଵାରା ମନୋନୀତ ମାନଙ୍କ ନିମନ୍ତେ ପାଉଲ ସମସ୍ତ ବିଷୟ ସହ୍ୟ କରନ୍ତି ଯଦ୍ଵାରା ସେମାନେ ଯୀଶୁଖ୍ରୀଷ୍ଟଙ୍କ ଦତ୍ତ ପରିତ୍ରାଣ ପ୍ରାପ୍ତ ହେବେ [୨:୧୦] ।
|