or_tq/2th/03/13.md

4 lines
614 B
Markdown

# ଭାଇମାନେ କୌଣସି ଜଣ ସହିତ କ'ଣ କରିବା ଉଚିତ ଯେଉଁମାନେ ଏହି ପତ୍ରରେ ପାଉଲଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତି ନାହିଁ ?
ଯେଉଁମାନେ ଏହି ପତ୍ରରେ ଥିବା ପାଉଲଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତି ନାହିଁ, ସେମାନଙ୍କ ସହିତ ଭାଇମାନେ କୌଣସି ପ୍ରକାରର ସହଭାଗିତା ରଖିବା ଉଚିତ ନୁହଁ [୩:୧୪] ।