or_tq/2th/03/01.md

960 B
Raw Permalink Blame History

ପ୍ରଭୁଙ୍କ ବାକ୍ୟର କେଉଁ ବିଷୟ ନିମନ୍ତେ ପାଉଲ ଥେସଲନୀକୀୟମାନଙ୍କୁ ପ୍ରାର୍ଥନା କରିବା ପାଇଁ ଚାହୁଁଥିଲେ

ପାଉଲ ଥେସଲନୀକୀୟମାନଙ୍କୁ ପ୍ରଭୁଙ୍କ ବାକ୍ୟ ଶୀଘ୍ରତାରେ ପ୍ରସାରିତ ହେବା ପାଇଁ ଏବଂ ମହିମାନ୍ଵିତ ହେବାକୁ ପ୍ରାର୍ଥନା କରିବା ପାଇଁ ଚାହୁଁଥିଲେ [୩:୧] ।

ପାଉଲ କାହାଠାରୁ ମୁକ୍ତ ହେବା ପାଇଁ ଇଚ୍ଛା କରୁଥିଲେ ?

ପାଉଲ ଦୁଷ୍ଟ ଏବଂ ମନ୍ଦ ଲୋକମାନଙ୍କଠାରୁ ଯେଉଁମାନଙ୍କର ବିଶ୍ଵାସ ନାହିଁ, ମୁକ୍ତ ହେବାକୁ ଇଚ୍ଛା କରନ୍ତି [୩:] ।