or_tq/2th/02/13.md

991 B
Raw Permalink Blame History

ଈଶ୍ଵର ଥେସଲନୀକୀୟମାନଙ୍କ ନିମନ୍ତେ ସୁସମାଚାର ଦ୍ଵାରା କ'ଣ ପାଇବା ପାଇଁ ବାଛିଲେ ?

ଈଶ୍ଵର ଥେସଲନୀକୀୟାମାନଙ୍କ ନିମନ୍ତେ ସୁସମାଚାର ଦ୍ଵାରା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହିମାକୁ ପାଇବା ପାଇଁ ବାଛିଲେ [:୧୩-୧୪] ।

ସୁସମାଚାରକୁ ପାଇଲା ପରେ ପାଉଲ ଥେସଲନୀକୀୟମାନଙ୍କୁ ବର୍ତ୍ତମାନ କ'ଣ କରିବା ପାଇଁ କହନ୍ତି ?

ପାଉଲ ଥେସଲନୀକୀୟମାନଙ୍କୁ ଦୃଢତାର ସହିତ ଠିଆ ହେବା ପାଇଁ ଏବଂ ସେମାନଙ୍କୁ ଶିଖାଯାଇଥିବା ପରମ୍ପରାକୁ ଧରି ରଖିବା ପାଇଁ କହନ୍ତି [:୧୫] ।