or_tq/2th/02/08.md

1.4 KiB
Raw Permalink Blame History

ଯୀଶୁ ଯେବେ ଦୃଶ୍ୟମାନ ହେବେ, ବ୍ୟବସ୍ଥାହୀନତାର ମନୁଷ୍ୟକୁ କ'ଣ କରିବେ ?

ଯୀଶୁ ଯେବେ ଦୃଶ୍ୟମାନ ହେବେ, ସେ ବ୍ୟବସ୍ଥାହୀନତାର ମନୁଷ୍ୟକୁ ସଂହାର କରିବେ [:୮] ।

କିଏ ବ୍ୟବସ୍ଥାହୀନତାର ମନୁଷ୍ୟ ସାହିତ ଶକ୍ତି, ଚିହ୍ନ, ଏବଂ ଭୁଲ ଚକିତ ବିଷୟଗୁଡ଼ିକୁ ଦେଖାଇବା ପାଇଁ କାର୍ଯ୍ୟ କରୁଅଛି ?

ଶୟତାନ ଶକ୍ତି, ଚିହ୍ନ, ଏବଂ ଭୁଲ ଚକିତ ବିଷୟଗୁଡିକ ଦେବା ପାଇଁ ବ୍ୟବସ୍ଥାହୀନତାର ମନୁଷ୍ୟ ସହିତ କାର୍ଯ୍ୟ କରୁଅଛି [:୯] ।

କାହିଁକି କେତେକେ ବ୍ୟବସ୍ଥାହୀନତାର ମନୁଷ୍ୟ ଦ୍ଵାରା ପ୍ରତାରିତ ହେଉଛନ୍ତି ଏବଂ ବିନଷ୍ଟ ହେଉଛନ୍ତି ?

କେତେକେ ବିନଷ୍ଟ ହେଉଛନ୍ତି କାରଣ ସେମାନେ ସତ୍ୟର ପ୍ରେମକୁ ପାଇଲେ ନାହିଁ ଯେପରି ସେମାନେ ପରିତ୍ରାଣ ପାଇପାରିବେ [:୧୦] ।