or_tq/2th/02/03.md

834 B
Raw Permalink Blame History

ପ୍ରଭୁଙ୍କ ଦିନ ଆସିବା ପୂର୍ବରୁ କ'ଣ ଆସିବ ବୋଲି ପାଉଲ କହନ୍ତି ?

ପ୍ରଭୁଙ୍କ ଦିନ ଆସିବା ପୂର୍ବରୁ ବ୍ୟବସ୍ଥାହୀନତାର ମଣିଷ ପ୍ରକାଶନ ଏବଂ ପତନ ଆସିବା ଉଚିତ [:୩] ।

ବ୍ୟବସ୍ଥାହୀନତାର ମନୁଷ୍ୟ କ'ଣ କରିଥାଏ ?

ବ୍ୟବସ୍ଥାହୀନତାର ମନୁଷ୍ୟ ଈଶ୍ଵରଙ୍କ ବିରୁଦ୍ଧରେ ବିରୋଧ କରେ ଏବଂ ନିଜକୁ ଉନ୍ନତ କରେ, ନିଜକୁ ଈଶ୍ଵରଙ୍କ ସିଂହାସନରେ ବସିବାର ଏବଂ ନିଜେ ଈଶ୍ଵର ବୋଲି ଚିତ୍ରଣ କରେ [:୪] ।