or_tq/2th/02/01.md

737 B
Raw Permalink Blame History

କେଉଁ ଘଟଣା ବିଷୟରେ ପାଉଲ ବର୍ତ୍ତମାନ ଲେଖିବାକୁ ଯାଉଛନ୍ତି ବୋଲି କହନ୍ତି ?

ପାଉଲ କହନ୍ତି ସେ ବର୍ତ୍ତମାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ବିଷୟରେ ଲେଖିବାକୁ ଯାଉଛନ୍ତି [:୧] ।

ପାଉଲ ସେମାନଙ୍କୁ କ'ଣ ବିଶ୍ଵାସ ନ କରିବାକୁ କହନ୍ତି ?

ପାଉଲ ସେମାନଙ୍କୁ ପ୍ରଭୁଙ୍କ ଦିନ ଆସିଯାଇଅଛି ବୋଲି ବିଶ୍ଵାସ କରନ୍ତୁ ନାହିଁ ବୋଲି କହିଲେ [:]।