or_tq/2th/01/03.md

12 lines
1.1 KiB
Markdown

# ଥେସଲନୀକୀୟ ମଣ୍ଡଳୀର କେଉଁ ଦୁଇଟି ବିଷୟଗୁଡିକ ନିମନ୍ତେ ପାଉଲ ଈଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତି ?
ସେମାନଙ୍କ ବଢୁଥିବା ବିଶ୍ଵାସ ଏବଂ ପରସ୍ପର ପ୍ରତି ପ୍ରେମ ନିମନ୍ତେ ପାଉଲ ଈଶ୍ଵରଙ୍କୁ ଧନ୍ୟବାଦ ଦିଅନ୍ତି [୧:୩] ।
# କେଉଁ ପରିସ୍ଥିତି ଗୁଡିକ ଥେସଲନୀକୀୟରେ ବିଶ୍ଵାସୀମାନେ ସହନ କରୁଥିଲେ ?
ବିଶ୍ଵାସୀମାନେ ତାଡନା ଏବଂ କ୍ଲେଶଗୁଡିକ ସହନ କରୁଥିଲେ [୧:୪] ।
# ପରିସ୍ଥିତି ଗୁଡିକ ଦ୍ଵାରା ବିଶ୍ଵାସୀମାନେ କେଉଁ ସକାରାତ୍ମକ ଫଳାଫଳ ଅନୁଭବ କରିବେ ?
ବିଶ୍ଵାସୀମାନେ ଈଶ୍ଵରଙ୍କ ରାଜ୍ୟର ଯୋଗ୍ୟ ଭାବରେ ଗଣାଯିବେ [୧:୫] ।