or_tq/2pe/03/01.md

550 B

ପିତର କାହିଁକି ଏହି ଦ୍ୱିତୀୟ ପତ୍ର ଲେଖିଲେ?

ସେ ଲେଖିଛନ୍ତି ଯାହା ଦ୍ଵାରା ପ୍ରିୟମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା ପୂର୍ବରୁ କୁହାଯାଇଥିବା ବାକ୍ୟକୁ ଏବଂ ସେମାନଙ୍କ ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଦେଶ ବିଷୟରେ ସ୍ମରଣ ପକାଇ ପାରିବେ ।