or_tq/2pe/02/01.md

900 B

ଭଣ୍ଡ ଶିକ୍ଷକମାନେ ଗୁପ୍ତରେ ବିଶ୍ଵାସୀମାନଙ୍କ ନିକଟକୁ କ’ଣ ଆଣିବେ?

ଭଣ୍ଡ ଶିକ୍ଷକମାନେ ବିନାଶକାରୀ ଶିକ୍ଷା ଆଣିବେ ଏବଂ ସେମାନଙ୍କ କ୍ରୟକର୍ତ୍ତାଙ୍କୁ ଅସ୍ୱୀକାର କରିବେ ।

ଭଣ୍ଡ ଶିକ୍ଷକମାନଙ୍କ ଉପରେ କ’ଣ ହେବ?

ଭଣ୍ଡ ଶିକ୍ଷକମାନଙ୍କ ଉପରେ ଆକସ୍ମିକ ସର୍ବନାଶ ଏବଂ ନିନ୍ଦା ଆସିବ ।

ଭଣ୍ଡ ଶିକ୍ଷକମାନେ ପ୍ରତାରଣାକାରୀ ଶବ୍ଦ ସହ କ’ଣ କରିବେ?

ଭଣ୍ଡ ଶିକ୍ଷକମାନେ ଲୋଭରେ ଭାଇମାନଙ୍କଠାରୁ ଲାଭବାନ ହେବେ ।