or_tq/2pe/01/20.md

695 B

ଭବିଷ୍ୟବାଣୀ ନିଶ୍ଚିତ ସଫଳ ହେବ ବୋଲି ଆମ୍ଭେମାନେ କିପରି ନିଶ୍ଚିତ ହେବା?

କାରଣ ଲିଖିତ ଭବିଷ୍ୟବାଣୀ ଭବିଷ୍ୟ‌ଦ୍‌ବକ୍ତାଙ୍କ ଯୁକ୍ତିରୁ କିମ୍ବା ମନୁଷ୍ୟର ଇଚ୍ଛାରୁ କିମ୍ବା କୌଣସି ଭବିଷ୍ୟବାଣୀରୁ ନୁହେଁ, ବରଂ ଈଶ୍ଵରଙ୍କଠାରୁ, ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଲୋକମାନଙ୍କ ଦ୍ୱାରା ପ୍ରକାଶ ପାଇଥାଏ ।