or_tq/2jn/01/09.md

8 lines
1.1 KiB
Markdown

# ଯେକୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ସମନ୍ଧରେ ସତ୍ୟ ଶିକ୍ଷା ଆଣେ ନାହିଁ ତାହାକୁ କ'ଣ କରିବାକୁ ଯୋହନ ବିଶ୍ଵସୀମାନଙ୍କୁ କହନ୍ତି ?
ଯେକୌଣସି ବ୍ୟକ୍ତି ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ ଶିକ୍ଷା ଆଣନ୍ତି ନାହିଁ ତାହାକୁ ଗ୍ରହଣ ନ କରିବାକୁ ଯୋହନ ବିଶ୍ଵାସୀମାନଙ୍କୁ କହନ୍ତି [୧:୧୦] ।
# ଯଦି ଜଣେ ବିଶ୍ଵାସୀ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସତ୍ୟ ଶିକ୍ଷା ଆଣେ ନାହିଁ ତାହାକୁ ଗ୍ରହଣ କଲେ ସେ କଣ ଅପରାଧ କରିଥାଏ ?
ଯେ ଯୀଶୁଙ୍କ ସମ୍ବନ୍ଧରେ ସତ୍ୟ ଶିକ୍ଷା ଆଣେ ନାହିଁ ତାହାର ଦୁଷ୍କର୍ମରେ ସହଭାଗୀ ହୋଇ ବିଶ୍ଵାସୀ, ଅପରାଧି ହୁଏ [୧:୧୧] ।