or_tq/2jn/01/03.md

4 lines
406 B
Markdown

# କାହାଠାରୁ ଅନୁଗ୍ରହ, ଦୟା ଏବଂ ଶାନ୍ତି ଆସେ ବୋଲି ଯୋହନ କହନ୍ତି?
ପିତା ଈଶ୍ଵର ଏବଂ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆସେ ବୋଲି ଯୋହନ କହନ୍ତି।