or_tq/2jn/01/01.md

8 lines
506 B
Markdown

# ଲେଖକ ଯୋହନ କେଉଁ ନାମରେ ନିଜକୁ ଏହି ପତ୍ରରେ ପରିଚିତ କରନ୍ତି?
ଯୋହନ ନିଜକୁ ପ୍ରାଚୀନ ଭାବରେ ପରିଚିତ କରନ୍ତି ।
# ଏହି ପତ୍ର କାହାକୁ ଲେଖାଯାଇଅଛି?
ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖାଯାଇଅଛି।