or_tq/2co/12/20.md

1.4 KiB
Raw Permalink Blame History

ପାଉଲ ଭୟ କ'ଣ କଲେ କାଳେ ସେ ଦେଖି ପାରନ୍ତି ଯେତେବେଳେ ସେ କରିନ୍ଥୀୟ ସାଧୁମାନଙ୍କ ନିକଟକୁ ଫେରିଲେ ?

ପାଉଲ ଭୟ କଲେ କାଳେ ସେ ସେମାନଙ୍କ ମଧ୍ୟରେ ଦେଖି ପାରନ୍ତି ଯେ ବିବାଦ, ଈର୍ଷା, କ୍ରୋଧରୁ ଉତ୍ପନ୍ନ, ସ୍ୱାର୍ଥ ଲକ୍ଷ୍ୟ, କାନକୁହାକୋହି, ଦାମ୍ଭିକତା, ଏବଂ ଗଣ୍ଡଗୋଳ |[୧୨:]

ପାଉଲ କ'ଣ ଭୟ କଲେ ଯେ ଈଶ୍ୱର ତାଙ୍କୁ କରିଅଛନ୍ତି ?

ପାଉଲ ଭୟ କଲେ ଈଶ୍ୱର ପାଉଲଙ୍କୁ କରିନ୍ଥୀୟ ସାଧୁମାନଙ୍କ ଆଗରେ ଅବନତ କରିପାରନ୍ତି |[୧୨:୨୧]

କେଉଁ କାରଣରୁ ପାଉଲ ଚିନ୍ତା କଲେ ସେ କେତେକ କରିନ୍ଥୀୟ ସାଧୁମାନେ ପୂର୍ବରେ ପାପ କରିଅଛନ୍ତି ଅନୁତାପ କରିପାରନ୍ତି?

ପାଉଲ ଭୟ କଲେ ସେମାନେ କୃତ ଅଶୁଚିତା, ବ୍ୟଭିଚାର, ଓ କାମୁକତା ସକାଶେ ଯାହା ସେମାନେ ଆଗରୁ କରିଅଛନ୍ତି ଅନୁତାପ କରିନପାରନ୍ତି |[୧୨:୨୧]