or_tq/2co/12/03.md

461 B
Raw Permalink Blame History

ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଚଉଦ ବର୍ଷ ପୂର୍ବେ କ'ଣ ଘଟିଲା ?

ସେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲେ, ପାରଦୀଶ ପର୍ଯ୍ୟନ୍ତ ନୀତ ହେଲେ, ପୁଣି ଯେକେହି କହିବା ବିଧେୟ ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲେ | [୧୨:-୪]