or_tq/2co/11/22.md

1.0 KiB
Raw Permalink Blame History

ପାଉଲଙ୍କ ଦର୍ପଗୁଡିକ କ'ଣ ଅଛି ନିଜ ସହ ଯେଉଁମାନେ ପାଉଲଙ୍କ ସହ ସମକକ୍ଷହେବା ପାଇଁ ଇଚ୍ଛା କରନ୍ତି କେଉଁ ଦୃଷ୍ଟି କୋଣରୁ ଦର୍ପ କରନ୍ତି ?

ପାଉଲଙ୍କ ଦର୍ପ ଥିଲା ଯେ ସେ ଜଣେ ଏବ୍ରୀୟ ଥିଲେ, ଇସ୍ରାଏଲୀୟ ଏବଂ ଅବ୍ରାହାମଙ୍କ ସନ୍ତାନ ଯେପରି ପାଉଲଙ୍କ ସହ ସମାନତା ପାଇଁ ଦାବି କଲେ | ପାଉଲ କହିଲେ ସେ ସେମାନଙ୍କଠାରୁ - ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ | [୧୧:-୨୩]