or_tq/2co/11/07.md

10 lines
643 B
Markdown

# ପାଉଲ କରିନ୍ଥୀୟମାନଙ୍କୁ କିପରି ସୁସମାଚାର ପ୍ରଚାର କଲେ ?
ପାଉଲ କରିନ୍ଥୀୟମାନଙ୍କୁ ବିନାମୂଲ୍ୟରେ ସୁସମାଚାର ପ୍ରଚାର କଲେ| [୧୧:୭]
# ପାଉଲ ଅନ୍ୟ ମଣ୍ଡଳୀଗୁଡିକରେ କିପରି "ଲୁଣ୍ଠନ" କଲେ ?
ସେ କରିନ୍ଥୀୟମାନଙ୍କୁ ସେବା କରିବା ନିମନ୍ତେ ସେମାନଙ୍କଠାରୁ ବେତନ ଗ୍ରହଣ କରି "ଲୁଣ୍ଠନ କଲେ" |[୧୧:୮]