or_tq/2co/05/20.md

867 B
Raw Permalink Blame History

ଖ୍ରୀଷ୍ଟଙ୍କର ଆହ୍ୱାନ ପ୍ରାପ୍ତ ରାଜଦୂତମାନେ,ପାଉଲ ଏବଂ ତାଙ୍କ ସଙ୍ଗୀମାନେ କରିନ୍ଥୀୟମାନଙ୍କୁ କ'ଣ ନିବେଦନ କରନ୍ତି?

ସେମାନଙ୍କର ନିବେଦନ କରିନ୍ଥୀୟମାନଙ୍କୁ ଖ୍ରୀଷ୍ଟ ପକ୍ଷରୁ ଈଶ୍ୱରଙ୍କ ସମ୍ମିଳନ କରାଇବା | [୫:]

ଈଶ୍ୱର କାହିଁକି ଖ୍ରୀଷ୍ଟଙ୍କୁ ଆମ୍ଭମାନଙ୍କର ପାପ ନିମନ୍ତେ ବଳି ପ୍ରସ୍ତୁତ କଲେ ?

ଈଶ୍ୱର ଏହା କଲେ ଯେପରି ଖ୍ରୀଷ୍ଟରେ ଆମେ ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ | [୫:୨୧]