or_tq/2co/02/05.md

915 B
Raw Permalink Blame History

ଜଣେ ସେମାନଙ୍କ ଦ୍ୱାରା ଶାସ୍ତି ପାଇଅଛି ବୋଲି ପାଉଲ, କରିନ୍ଥୀୟ ସାଧୁମାନଙ୍କୁ କ'ଣ କରିବା ଉଚିତ ବୋଲି କହନ୍ତି ?

ପାଉଲ ସେମାନଙ୍କୁ କହିଲେ, ସେହି ବ୍ୟକ୍ତିଙ୍କୁ କ୍ଷମା ଏବଂ ସାନ୍ୱନା ଦେବା ଉଚିତ | [:୬-୭]

କାହିଁକି ପାଉଲ ସେମାନଙ୍କୁ କହିଲେ, ସେହି ବ୍ୟକ୍ତିଙ୍କୁ ସେମାନେ ଶାସ୍ତି ଦେଇଥିଲେ, କ୍ଷମା ଏବଂ ସାନ୍ୱନା ଦେବା ଉଚିତ ?

ଏଣୁ କାଳେ ଏପରି ଲୋକ ସେମାନେ ଶାସ୍ତି ଦେଇଥିଲେ ଅତିରିକ୍ତ ଦୁଃଖରେ ବୁଡିଯାଇପାରେ | [:୭]