or_tq/2co/02/03.md

1.1 KiB
Raw Permalink Blame History

ପାଉଲ କାହିଁକି କରିନ୍ଥୀୟ ମଣ୍ଡଳୀକୁ ପୂର୍ବ ଚିଟାଉରେ ଲେଖିଲେ ?

ସେ ଲେଖିଲେ ଏପରି ସେ କଲେ ଯେ ଯେତେବେଳେ ସେ ସେମାନଙ୍କ ନିକଟକୁ ଆସିଲେ ଯେଉଁ ଆନନ୍ଦ ସେମାନେ ପାଇବା ଉଚିତ ତାଙ୍କୁ ଦେଇଛନ୍ତି ଯେପରି ଦୁଃଖ ନ ପାଆନ୍ତୁ [:୩] |

ପାଉଲ କରିନ୍ଥୀୟ ମାନଙ୍କୁ କେଉଁ ମାନସିକ ସ୍ଥିତିରେ ଲେଖିଲେ ?

ସେ ବହୁତ କ୍ଲେଶ ଏବଂ ହୃଦୟର ବେଦନାରେ ଥିଲେ | [:୪]

ପାଉଲ କାହିଁକି କରିନ୍ଥୀୟ ମଣ୍ଡଳୀକୁ ଏହି ଚିଟାଉ ଲେଖିଲେ?

ସେ ସେମାନଙ୍କୁ ଲେଖିଲେ ଯେପରି ସେମାନେ ଜ୍ଞାତ ହେବେ ଯେ ତାଙ୍କର ଅଧିକ ପ୍ରଚୁର ପ୍ରେମ ସେମାନଙ୍କ ପ୍ରତି ରହିଅଛି | [:୪]