or_tq/1ti/04/06.md

12 lines
1.2 KiB
Markdown

# କେଉଁଠାରେ ତୀମଥିଙ୍କୁ ପାଉଲ ଶିକ୍ଷା/ଅଭ୍ୟାସ କରିବାକୁ କହନ୍ତି ?
ତୀମଥିଙ୍କୁ ଈଶ୍ଵରପରାୟଣତାରେ ନିଜକୁ ଶିକ୍ଷା/ଅଭ୍ୟାସ ନେବାକୁ ପାଉଲ କହନ୍ତି [୪:୭]।
# ଶାରୀରିକ ବ୍ୟାୟମଠାରୁ ଈଶ୍ଵର ପରାୟଣତାର ବ୍ୟାୟମ କାହିଁକି ଅଧିକ ଲାଭଜନକ ?
ଈଶ୍ଵର ପରାୟଣତା ଅଧିକ ଲାଭଜନକ ଅଟେ କାରଣ ଏହା ଇହକାଳ ଓ ପରକାଳର ପ୍ରତିଜ୍ଞାକୁ ଧାରଣ କରେ [୪:୮]।
# ତୀମଥି ଯେଉଁ ସମସ୍ତ ଉତ୍ତମ ଶିକ୍ଷା ଗ୍ରହଣ କରିଅଛନ୍ତି ତାହା ସହିତ କ'ଣ କରିବାକୁ ପାଉଲ ଉତ୍ସାହିତ କରନ୍ତି ?
ପାଉଲ ଏହି ସମସ୍ତ ବିଷୟ ଅନ୍ୟକୁ ପ୍ରଚାର କରିବାକୁ ଓ ଶିକ୍ଷା ଦେବାକୁ ତୀମଥିକୁ ଉତ୍ସାହିତ କରନ୍ତି [୪:୬,୧୧]।