or_tq/1ti/02/02.md

4 lines
468 B
Markdown

# ଖ୍ରୀଷ୍ଟିୟାନମାନେ କେଉଁ ପ୍ରକାରର ଜୀବନଯାପନ କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି?
ଖ୍ରୀଷ୍ଟିୟାନମାନେ ଈଶ୍ଵର-ପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ନିର୍ବିଘ୍ନତାରେ ଜୀବନଯାପନ କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।