or_tq/1th/05/01.md

587 B
Raw Permalink Blame History

କିପରି ପ୍ରଭୁଙ୍କ ଦିନ ଆସିବ ବୋଲି ପାଉଲ କହନ୍ତି ?

ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଆସିବ ବୋଲି ପାଉଲ କହନ୍ତି [୫:]।

କିଛି ଲୋକମାନେ କ'ଣ କହୁଥିବେ ଯେତେବେଳେ ହଠାତ୍ ବିନାଶ ସେମାନଙ୍କ ଉପରେ ଆସିବ ?

କିଛି ଲୋକମାନେ "ଶାନ୍ତି ଓ ନିରାପଦ" ବୋଲି କହୁଥିବେ [୫:୩]।