8 lines
848 B
Markdown
8 lines
848 B
Markdown
# କିଏ ପ୍ରଥମେ ଉଠିବ, ଏବଂ ତା’ପରେ କିଏ ସେମାନଙ୍କ ସହିତ ଏକାଠି ନୀତ ହେବ?
|
|
|
|
ଖ୍ରୀଷ୍ଟଙ୍କଠାରେ ମୃତମାନେ ପ୍ରଥମେ ପୁନରୁତ୍ଥିତ ହେବେ, ତା’ପରେ ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କ ସହିତ ନୀତ ହେବ।
|
|
|
|
# ପୁନରୁତ୍ଥାନ ହୋଇଥିବା ଲୋକ କାହାକୁ ସାକ୍ଷାତ କରିବେ ଏବଂ କେତେ ଦିନ ପର୍ଯ୍ୟନ୍ତ କରିବେ?
|
|
|
|
ପୁନରୁତ୍ଥିତମାନେ ପ୍ରଭୁଙ୍କୁ ଆକାଶରେ ସାକ୍ଷାତ କରିବେ ଏବଂ ସର୍ବଦା ପ୍ରଭୁଙ୍କ ସହ ରହିବେ ।
|