or_tq/1th/04/11.md

4 lines
581 B
Markdown

# ଥେସଲନୀକୀୟମାନେ କ’ଣ କରିବା ଉଚିତ୍ ଥିଲା ଯାହା ଦ୍ଵାରା ସେମାନେ ଅବିଶ୍ୱାସୀମାନଙ୍କ ନିକଟରେ ଉଚିତ ଭାବରେ ଚାଲିଲେ ଏବଂ କିଛି କରିବାର ଆବଶ୍ୟକତା ନଥିଲା?
ଥେସଲନୀକୀୟମାନେ ଶାନ୍ତ ରହିବା, ନିଜ କାର୍ଯ୍ୟକୁ ଧ୍ୟାନ ଦେବା ଏବଂ ନିଜ ହସ୍ତରେ କାମ କରିବା ଉଚିତ ଥିଲା ।