or_tq/1pe/01/22.md

774 B
Raw Permalink Blame History

କିପରି ବିଦେଶୀ ମନୋନୀତଗଣ ସେମାନଙ୍କ ପ୍ରାଣକୁ ଶୁଦ୍ଧ କଲେ ?

ଭାତୃ ପ୍ରେମ ପାଇଁ ସତ୍ୟର ଆଜ୍ଞା ଦ୍ୱାରା ସେମାନେ ସେମାନଙ୍କର ପ୍ରାଣକୁ ଶୁଦ୍ଧ କଲେ [୧:] ।

କିପରି ବିଦେଶୀ ମନୋନୀତଗଣ ପୁନର୍ଜାତ ହୋଇଥିଲେ ?

ସେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜାତ ହୋଇଥିଲେ [୧:୨୩]।