or_tq/1pe/01/01.md

917 B
Raw Permalink Blame History

ପିତର କାହାର ପ୍ରେରିତ ଥିଲେ ?

ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ଥିଲେ [୧:୧]।

ପିତର କାହାକୁ ଲେଖିଲେ?

ପନ୍ତ, ଗାଲାତିଆ, କାପ୍‍ପାଦକିଆ, ଆସିଆ ଓ ବୀଥୂନିଆରେ ଛିନ୍ନଭିନ୍ନ ହୋଇଥିବା ମନୋନୀତ ପ୍ରବାସୀମାନଙ୍କୁ ପିତର ଲେଖିଥିଲେ [୧:୧]।

କିପରି ପ୍ରବାସୀମାନେ ମନୋନୀତ ବ୍ୟକ୍ତି ଥିଲେ ?

ପିତା ଈଶ୍ୱରଙ୍କ ପୂର୍ବଜ୍ଞାନାନୁସାରେ ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ପ୍ରବାସୀମାନେ ମନୋନୀତ ହେଲେ [୧:୧-]।