or_tq/1jn/04/04.md

470 B

ବିଶ୍ଵାସୀମାନେ ଈଶ୍ଵରଙ୍କଠାରୁ ଆସି ନ ଥିବା ଆତ୍ମାକୁ କିପରି ଜୟ କରିବାକୁ ସମର୍ଥ ହେବେ?

ଆମ୍ଭେମାନେ ସେଗୁଡ଼ିକୁ ଜୟ କରିପାରିବା କାରଣ ଆମ୍ଭମାନଙ୍କ ମଧ୍ୟରେ ଥିବା ଆତ୍ମା ​​ଜଗତରେ ଥିବା ଆତ୍ମାଠାରୁ ମହାନ ଅଟେ।